ଚେକ୍ କାଟିବା Chek kāṭibā
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କୁ ନିର୍ଦିଷ୍ଟ ପରିମିତ ଧନ ଦେବା ପାଇଁ କୌଣସି ବାଙ୍କ୍ ବା ଖଜଣାଖାନାର ଭାରପ୍ରାପ୍ତ ବ୍ଯକ୍ତିଙ୍କ ନାମରେ ଚେକ୍ (ରୋକା ବା ବରାଦିପତ୍ର) ଲେଖି, ସେ ଚେକ ଖଣ୍ଡି ଚେକ୍- ବହିରୁ ଚିରି ଟଙ୍କା ନେବା ବ୍ଯକ୍ତିଙ୍କୁ ଦେବା ବା ବାଙ୍କ୍କୁ ପଠାଇ ଦେବା — To issue a cheque in favour of a payee