ଚେକି Cheki

  • ଦେ. ବି (ସଂ. ଚକ୍ର) — କ୍ଷୁଦ୍ର ଗୋଲାକାର ଖଣ୍ଡ; ଚକତି — Small circular pieces
  • ଦେ. ବି (ସଂ. ଚକ୍ର) — ସ୍ୱର୍ଣ୍ଣ ରୌପ୍ୟାଦିର ମୁଦ୍ରା — Gold and silver coin