ଚେକିଆଇବା Chekiāibā

  • ଦେ. କ୍ରି (ସଂ. ଚକ୍ର) — ଚେକା ବା ଗୋଲ କରି କାଟିବା; ମଣ୍ଡଳାକାର କରି କାଟିବା — To cut into circle or circular slices; to make a circular cut
  • ଦେ. କ୍ରି (ସଂ. ଚକ୍ର) — ଗଛର ଗଣ୍ଡିକୁ ମୂଳରୁ ପୋଛିକରି କାଟିଦେବା — To cut off a tree from the base