ଚେକା ଚେକା Chekā chekā

  • ଦେ. ବିଣ. (ସଂ. ଚକ୍ରାକାର) — ଗୋଲ ବହୁଖଣ୍ଡ ବିଶିଷ୍ଟ — Round slices of
  • ଦେ. ବିଣ. (ସଂ. ଚକ୍ରାକାର) — ଚକା ଚକା; ଗୋଲ ଗୋଲ (ବହୁତ ବସ୍ତୁ) — Circular (said of many things)