ଚେଁଚେଁ Cheñcheñ
- ଦେ. ଅ.—(ଧ୍ୱନ୍ୟନୁକରଣ) — ଅତିରୁଗ୍ଣ ଓ ଦୁର୍ବଳ ବ୍ଯକ୍ତିର ଖନିଖନି କଥା — Faint faltering nasal voice of a weak and sickly person
- ଦେ. ଅ.—(ଧ୍ୱନ୍ୟନୁକରଣ) — ଉତ୍ତପ୍ତ କଟାହାଦିରେ ଜଳାଦି ଶୀତଳ ଦ୍ରବ୍ୟ ଢାଳିବା ଶବ୍ଦ — The sound produced when some cold liquid is poured into a hot pan
- ଦେ. ଅ.—(ଧ୍ୱନ୍ୟନୁକରଣ) — ଚେଁ (ଦେଖ) — Cheñ (See)