ଚେଁଖେ ଦେବା Cheñkhe debā

  • ଦେ. କ୍ରି. — ଅତ୍ୟନ୍ତ କଷ୍ଟ ଦେବା — To give much pain; to harass
  • ଦେ. କ୍ରି. — ଯବତ୍ କରିବା; ପ୍ରତିହିଂସା ନେବା — To take revenge
  • ଦେ. କ୍ରି. — ଠକାଇବା — To cheat