ଚେଁଖ ଦେବା Cheñkha debā

  • ଦେ. କ୍ରି — ଦେହରେ ଗରମ ଲୁହାର ଦାଗ ବସାଇବା; ଚିଆଁଦେବା — to brand the body with red-hot iron
  • ଦେ. କ୍ରି — ଯାତନା ଦେବା — To torture
  • ଦେ. କ୍ରି — ପ୍ରତାରଣା କରିବା — To deceive