ଚୂର୍ଣ୍ଣପଦ Chūrṇṇapada

  • ସଂ. ବି. (ବହୁବ୍ରୀହି; ଚୂର୍ଣ୍ଣ=ଅଙ୍ଗଭଙ୍ଗୀ ଘଟିତ+ପଦ= ପଦକ୍ଷେପ ଯହିଁରେ) — ଏକ ପ୍ରକାର ବିଶେଷ ଅଙ୍ଗଭଙ୍ଗୀଘଟିତ ନୃତ୍ୟ — A kind of dexterous dance accompanied with brisk undulations or artistic poses of the limbs