ଚୂର୍ଣ୍ଣଚଉଁରୀ Chūrṇṇa-chauñrī

  • ଦେ. ବି — ଚାରି ଆଡ଼େ ଚୂନକାମ କରାଯାଇଥିବା ପିଣ୍ଡା ବା ସ୍ତୂପ ବା ଘର — A house or mound or platform having limework masonry on all sides
  • ଦେ. ବି — ବଡ଼ ବଡ଼ଭୀକି ବେଢ଼ି କି ଶୋଭା ଚୂର୍ଣ୍ଣଚଉଁରୀ। ଭଞ୍ଜ, ଲାବଣ୍ୟବତୀ।