ଚୂନାଇବା Chūnāibā

  • ଦେ. କ୍ରି. (ସଂ. ଚୂର୍ଣ୍ଣ) — ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ କାଟିବା — To cut into very small pieces
  • ଦେ. କ୍ରି. (ସଂ. ଚୂର୍ଣ୍ଣ) — ଚୂର୍ଣ୍ଣ କରିବା; ଚୂରିବା
  • ଦେ. କ୍ରି. (ସଂ. ଚୂର୍ଣ୍ଣ) — (ଯଥା—ପରିବାକୁ ଚୂନାଇଁ କରି କାଟିଲେ ଶୀଘ୍ର ସିଝି ଯାଏ) — 2. To pound; to reduce into powder