ଚୂନା ହେବା Chūnā habā

  • ଦେ. କ୍ରି — ଚୂର୍ଣ୍ଣ ହେବା; ନଷ୍ଟ ହେବା — To be destroyed
  • ଦେ. କ୍ରି — ଭାଙ୍ଗି ଯାଇ ଟିକି ଟିକି ହେବା — To be broken into small pieces
  • ଦେ. କ୍ରି — ଚୂର୍ଣ୍ଣରେ ପରିଣତ ହେବା — To be reduced into powder