ଚୂନା ଚୂନା Chūnā chūnā

  • ଦେ. ବିଣ. — ଚୂର୍ଣ୍ଣିତ — Powdered
  • ଦେ. ବିଣ. — ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡମାନଙ୍କରେ ବିଭକ୍ତ — Reduced into minute pieces
  • ବି — ଅତି କ୍ଷୁଦ୍ରକ୍ଷୁଦ୍ର ଖଣ୍ଡ (ବହୁବସ୍ତୁ) — Many minute bits
  • ବି — ବହୁ ପରିମିତ ଚୂର୍ଣ୍ଣ — A large quantity of powder