ଚୂନହଳଦି Chūna haḻadī

  • ଦେ. ବି. — ଏକତ୍ର ମିଶ୍ରିତ କଲିଚୂନ ଓ ବଟା ହଳଦି — Mixture of quicklime and turmeric
  • ଦେ. ବି. — [ଦ୍ର—ଏହି ଦୁଇଟି ପଦାର୍ଥ ମିଶାଇଲେ ମିଶ୍ରିତ ପଦାର୍ଥର ବର୍ଣ୍ଣ ଲାଲ ହୁଏ।]