ଚୂନପୋଡ଼ା Chūnapoṟḍ̠ā
- ଦେ. ବି — ଶିପ ବା ଗେଙ୍ଗୁଟିକୁ ଚୂନରେ ପରିଣତ କରିବା ପାଇଁ ଭାଟିରେ ପୋଡ଼ିବା — Slaking or burning of limestone or shells
- ଦେ. ବି — [ଦ୍ର—ଗେଙ୍ଗୁଟି ଓ ଶାମୁକା ଆଦି ପୋଡ଼ାଯାଇ ଚୂନରେ ପରିଣତ ହୁଏ। ଅତଏବ ଏହା ଚୂନପୋଡ଼ା ନ ହୋଇ ପ୍ରକୃତରେ ଗେଙ୍ଗୁଟିପୋଡ଼ା ବା ଶାମୁକାପୋଡ଼ା ଅଟେ।]