ଚୂନଦାନି Chūnadāni

  • ଦେ. ବି. (ସଂ. ଚୂର୍ଣ୍ଣ+ଆଧାନ) — ପାନରେ ଲଗାଇବା ପାଇଁ ଅଭିପ୍ରେତ ଚୂନ ଯେଉଁ ଧାତୁପାତ୍ର ବା ଡିବାରେ ରଖାଯାଏ — A pot containing lime used for applying on betel leaves