ଚୂନକାମ Chūnakāma

  • ସଂ. ବି. (ସଂ. ଚୂର୍ଣ୍ଣ+କର୍ମ) — ଚୂନରେ କରାଯିବା ପଲସ୍ତରା ଓ ଗାନ୍ଥିନି — Plaster-work and masonry of lime