ଚୂନକଳା ଦେବା (ମୁହଁରେ) Chūnakaḻā debā

  • ଦେ. କ୍ରି — ଲଜ୍ଜିତ କରିବା ପାଇଁ ଅପରାଧୀ ବ୍ଯକ୍ତିର ଏକଗାଲରେ ଚୂନ ଓ ଏକ ଗାଲରେ କାଳୀ ବୋଳିବା — To besmear lime on one side and black on the other side of the face of an offender to put him to derision and shame
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଅତି ଲଜ୍ଜିତ କରିବା — (figurative) To put a person to shame