ଚୁଡ଼୍ଚୁଡ଼୍ Chuṟḍ̠chuṟḍ̠

  • ଦେ. ଅ (ଧ୍ୱନ୍ୟନୁକରଣ) — ଚୁଙ୍ଗୁଡ଼ି ଆଦି ଜଳୀୟାଂଶ ଯୁକ୍ତ ପଦାର୍ଥକୁ ନିଆଁରେ ପକାଇଲେ ଯେଉଁ ଶବ୍ଦ ହୁଏ — Crackling sound of a watery thing being roasted in a naked fire