ଚୁଡ଼ଙ୍ଗ ଦହ Chuṟḍ̠aṅga daha
- ଦେ. ବି — କଟକର ଉତ୍ତରରେ 2 କ୍ରୋଶ ଦୂରବର୍ତ୍ତୀ ସାରଙ୍ଗଗଡ଼ ନିକଟରେ ଅବସ୍ଥିତ ଜଳପୂର୍ଣ୍ଣ ପାଟବିଶେଷ — କଟକର ଉତ୍ତରରେ2କ୍ରୋଶ ଦୂରବର୍ତ୍ତୀ ସାରଙ୍ଗଗଡ଼ ନିକଟରେ ଅବସ୍ଥିତ ଜଳପୂର୍ଣ୍ଣ ପାଟବିଶେଷ—Name of a fen or marsh to the north of Cuttack town
- ଦେ. ବି — [ଦ୍ର—ଏଥିରୁ କଟକ ସହରକୁ ବହୁପରିମାଣରେ ପଦ୍ମ ଫୁଲ, ପଦ୍ମ ପତ୍ର, କଉ, ମାଗୁର ଓ ରତା ମାଛ ଓ ଶିଂଘଡ଼ା ବିକ୍ରି ହେବାକୁ ଗରିବ ଲୋକେ ଆଣନ୍ତି।]