ଚୁଲୀପୂଜା Chulīpūjā
- ପ୍ରାଦେ. (ଯାଜପୁର) ବି — ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଉପରଓଳି ଚୁଲୀକୁ କରାଯିବା ପୂଜା — The ceremony of worshipping the family- hearth on the eleventh day of the light fortnight of the month of Bhādraba
- ପ୍ରାଦେ. (ଯାଜପୁର) ବି — [ଦ୍ର—ସେଓଳି ଚୁଲୀରେ ଅନ୍ନବ୍ୟଞ୍ଜନାଦି ରନ୍ଧା ହୁଏ ନାହିଁ।]