ଚୁଲୀଝିଙ୍କା Chulījhiṅkā

  • ଦେ. ବି (ସଂ. ଚୁଲ୍ଲୀ+ଶିଖା) — ଚୁଲୀର ଉପରେ ହାଣ୍ଡି ବସିବା ପାଇଁ ସ୍ଥାପିତ ତିନିଗୋଟି ଖୁଣ୍ଟି ବା ମାଟିପିଣ୍ଡ — Projections over an oven on which pots are put
  • ଦେ. ବି (ସଂ. ଚୁଲ୍ଲୀ+ଶିଖା) — [ଦ୍ର—ଚୁଲୀ ଉପରେ ହାଣ୍ଡି ବସାଇଲେ ଏହି ଝିଙ୍କାମାନ ଥିବାରୁ ଝିଙ୍କା ଯୋଗୁଁ ଚୁଲୀର ଫନ୍ଦ ଓ ହାଣ୍ଡି ମଧ୍ୟରେ ଯେଉଁ ଫାଙ୍କ ରହେ ସେ ଫାଙ୍କ ବାଟେ ନିଆଁର ଧାସ ଓ ଧୂଆଁ ବାହାରି ଯାଏ।]
  • ଦେ. ବି (ସଂ. ଚୁଲ୍ଲୀ+ଶିଖା) — ବନ୍ୟ ବୃକ୍ଷବିଶେଷ — A wild tree; Hugonia Mystax (Haines)