ଚୁଲୀଚଉକା ଦେବା Chulīchaukā debā

  • ଦେ. କ୍ରି — ରାନ୍ଧିବା ପୂର୍ବରୁ ଚୁଲୀର ଚାରିପାଖ ଗୋବରପାଣିରେ ଲିପି ପରିଷ୍କାର କରିବା — To sweep the fireplace and its vicinity clean with cowdung water before cooking