ଚୁଲୀଖପରା Chulīkhaparā

  • ଦେ. ବି — ଚୁଲୀ ତିଆରିବେଳେ ତହିଁରେ ଲାଗିଥିବା ହାଣ୍ଡି ବହୁଦିନ ବ୍ଯବହାର ପରେ ଭାଙ୍ଗି ଯିବାରୁ ସେଥିରୁ ବାହାରିବା କ୍ଷୁଦ୍ରକ୍ଷୁଦ୍ର ଖପରା — The potsherds which are brought out of an old fireplace when it is renewed and replaced by a new earthen pot
  • ଦେ. ବି — [ଦ୍ର— ଏହା ଔଷଧରୂପେ ବ୍ଯବହୃତ ହୁଏ।]