ଚୁଲୀ ଫୁଙ୍କିବା Chulī phuṅkibā

  • ଦେ. କ୍ରି — ଚୁଲୀ ଜଳାଇବା ସକାଶେ ମୁହଁରେ ଫୁଙ୍କିବା — To blow the fuel in an oven with the mouth
  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ନାଦି ପାକ କରିବା — To cook food
  • ଦେ. କ୍ରି — କେତେବେଳେ ଜୋଡ଼ା ମାଇପରେ ଘର କେତେବେଳେ ଚୁଲୀ ଫୁଙ୍କି ଫୁଙ୍କି ମର—ଢଗ।