ଚୁଲୀ ଉଖାରିବା Chulī ukhāribā

  • ଦେ. କ୍ରି — ଚୁଲୀରେ ଥିବା ନିର୍ବାଣୋନ୍ନୁଖ ନିଆଁକୁ କାଠିଦ୍ୱାରା ଇତସ୍ତତଃ କରି ସତେଜ କରିବା — To stir up the smouldering fire in an oven by a rod