ଚୁର୍ମାର୍ Churmār

  • ବୈଦେ. ବିଣ (ହି) — ଚୂର୍ଣ୍ଣ ଓ ମର୍ଦ୍ଦିତ; ଚୂର୍ଣ୍ଣବିଚୂର୍ଣ୍ଣ; ଚୂନାହୋଇଯିବା — Reduced into powder; pulverised
  • ବୈଦେ. ବିଣ (ହି) — ଭାଙ୍ଗିତୁଟି ଖିନିଖରାପ ହୋଇଥିବା — Demolished; smashed to atoms