ଚୁର୍ଚୁର୍ Churchur
- ଦେ. ଅ (ସଂ. ଚୂର୍ଣ୍ଣ) — ସହଜରେ କୌଣସି ଭଙ୍ଗପ୍ରବଣ ବସ୍ତୁକୁ ଚୂର୍ଣ୍ଣ କରିବା — Reducing of a fragile thing into power; pulverisation
- ବିଣ — ଚୂନାଚୂନା; ଗୁଣ୍ଡାଗୁଣ୍ଡା — Reduced into power; pulverised
- ବିଣ — (ଯଥା—ସେ ଇଟାକାନ୍ଥ ଲୁଣି ମାରି ଚୁର୍ଚୁର୍ ହୋଇ ଝଡ଼ି ପଡ଼ିଛି।)
- ବିଣ — ଟିକିଟିକି — Shredded
- ବି—(ଧ୍ୱନ୍ୟନୁକରଣ) କୋମଳତର ଘୁର୍ ଘୁର୍ ଶବ୍ଦ; ଅଳ୍ପ— ଅଳ୍ପ ପରିମାଣରେ ପରିସ୍ରା କରିବାର ଶବ୍ଦ — Soft pissing sound made by urine when being discharged in small quantities
- ବି—(ଧ୍ୱନ୍ୟନୁକରଣ) [ଦ୍ର—ଘର୍ଘର୍ ଠାରୁ ଘୁର୍ଘୁର୍ ଶବ୍ଦ ଅନୁଚ୍ଚ।]
- ବି—(ଧ୍ୱନ୍ୟନୁକରଣ) ଘୁଡ଼୍ ଘୁଡ଼୍ (ଦେଖ) — Ghuṟḍ̠ ghuṟḍ̠ (See)
- ବି—(ଧ୍ୱନ୍ୟନୁକରଣ) କୌଣସି ମସକା ଛୋଟ ପଦାର୍ଥ ଭାଙ୍ଗିଯିବାର ଶବ୍ଦ; ମୁଡ଼୍ ମୁଡ଼୍ — The sound of the bearking of a small brittle thing