ଚୁମ୍ବୀ Chumbī

  • ସଂ. ବିଣ. ପୁଂ (ଚୁମ୍ବ ଧାତୁ+କତ୍ତୃ. ଇନ; 1 ମା. 1 ବ. ଅନ୍ଯ ଶବ୍ଦ ପରେ ଯୁକ୍ତ ହୋଇ ବ୍ଯବହୃତ ଯଥା—ଗଗନଚୁମ୍ବୀ; ନଭଶ୍ଚୁମ୍ବୀ) — (ଅମୁକକୁ) ଚୁମ୍ବନ କରୁଥିବା — Kissing
  • ସଂ. ବିଣ. ପୁଂ (ଚୁମ୍ବ ଧାତୁ+କତ୍ତୃ. ଇନ; 1 ମା. 1 ବ. ଅନ୍ଯ ଶବ୍ଦ ପରେ ଯୁକ୍ତ ହୋଇ ବ୍ଯବହୃତ ଯଥା—ଗଗନଚୁମ୍ବୀ; ନଭଶ୍ଚୁମ୍ବୀ) — (ଅମୁକକୁ) ସ୍ପର୍ଶ କରୁଥିବା — Touching
  • ସଂ. ବିଣ. ପୁଂ (ଚୁମ୍ବ ଧାତୁ+କତ୍ତୃ. ଇନ; 1 ମା. 1 ବ. ଅନ୍ଯ ଶବ୍ଦ ପରେ ଯୁକ୍ତ ହୋଇ ବ୍ଯବହୃତ ଯଥା—ଗଗନଚୁମ୍ବୀ; ନଭଶ୍ଚୁମ୍ବୀ) — (ଅମୁକଦ୍ୱାରା) ଆକ୍ରାନ୍ତ — Affected with. (M.W.)
  • ସଂ. ବିଣ. ପୁଂ (ଚୁମ୍ବ ଧାତୁ+କତ୍ତୃ. ଇନ; 1 ମା. 1 ବ. ଅନ୍ଯ ଶବ୍ଦ ପରେ ଯୁକ୍ତ ହୋଇ ବ୍ଯବହୃତ ଯଥା—ଗଗନଚୁମ୍ବୀ; ନଭଶ୍ଚୁମ୍ବୀ) — (ଅମୁକ) ସମ୍ବନ୍ଧୀୟ — Relating to. (M.W.)
  • ସଂ. ବିଣ. ପୁଂ (ଚୁମ୍ବ ଧାତୁ+କତ୍ତୃ. ଇନ; 1 ମା. 1 ବ. ଅନ୍ଯ ଶବ୍ଦ ପରେ ଯୁକ୍ତ ହୋଇ ବ୍ଯବହୃତ ଯଥା—ଗଗନଚୁମ୍ବୀ; ନଭଶ୍ଚୁମ୍ବୀ) — (ଅମୁକ କାର୍ଯ୍ୟରେ) ବ୍ୟାପୃତ — Busy with (M.W.)