ଚୁର Chura

  • ସଂ. ବିଣ. ପୁଂ (ଚୁର ଧାତୁ+କର୍ତ୍ତୃ. ଅ) — ଚୋରିକରୁଥିବା — Stealing (Apte)
  • ଦେ. ବି (ସଂ. ଚୂର୍ଣ୍ଣ) ଚୂନା — Powder
  • ଦେ. ବି (ସଂ. ଚୂର୍ଣ୍ଣ) (ଯଥା—ଖଇରିଚୁର)।
  • ପ୍ରାଦେ (ବାଲେଶ୍ୱର) ବି ('ଓ' ସ୍ଥାନରେ 'ଉ' ଉଚ୍ଚାରଣ) — ଚୋର — Thief