ଚୁବ୍ଲିବା Chub-libā

  • ପ୍ରାଦେ. (ସମ୍ବଲପୁର) କ୍ରି. — ଢାଳ ଗିଲାସ ପ୍ରଭୃତି ଜଳ— ପାତ୍ରରେ ହାତକୁ ବୁଡ଼ାଇ ଦେଇ ପାଣିକୁ ମାରା କରିଦେବା — To spoil the water of a pot by dipping the hand into it