ଚୁପ୍ସଇତାନ୍ Chupsaitān

  • ଦେ. ବିଣ—(ହି. ଚୁପ୍+ଫା. ସୈତାନ୍) — ଯେ ବାହାରେ ନମ୍ର ଦେଖାଯାଏ କିନ୍ତୁ ଭିତରେ ଭିତରେ ଦୁଷ୍ଟାମି ବା ପାଜିପଣିଆଁ କରେ — Seemingly or outwordly quiet but really wicked
  • ଦେ. ବିଣ—(ହି. ଚୁପ୍+ଫା. ସୈତାନ୍) — ଷଡ଼ଯନ୍ତ୍ରକାରୀ; ଯେ ଗୋପନରେ ପରର ଅନିଷ୍ଟ କାମନା ପୂର୍ବକ ଅନ୍ୟମାନଙ୍କୁ ମତାଏ — Intriguing; scheming