ଚୁପ୍ଚାପ୍ Chupchāp
- ଦେ. ବି — ମୌନ — Silence
- ବିଣ — ନିରବ; ନିଃଶବ୍ଦ — Silent
- ବିଣ — ନିଶ୍ଚଳ — Quiet; motionless
- ବିଣ — ଗୋପନୀୟ; ଗୁପ୍ତ — Secret
- ବିଣ — ଆସ୍ତେ ଆସ୍ତେ ବୋଲା ଯାଉଥିବା; ଫୁସଫୁସ — 5. Whispered; uttered in a suppressed tone
- ବିଣ — ଘୋଓଘାଆଶୂନ୍ଯ — Noiseless
- କ୍ରି. ବିଣ — ନୀରବରେ — Silently; quietly
- କ୍ରି. ବିଣ — ଗୋପନରେ — Secretly; stealthily
- କ୍ରି. ବିଣ — ଆସ୍ତେ ଆସ୍ତେ (କଥା କହିବା)—ଫୁସ୍ ଫୁସ୍ ହୋଇ — In whispers; softly
- କ୍ରି. ବିଣ — ଅନୁଚ୍ଚ ସ୍ୱରରେ — In low tones; in low voice
- କ୍ରି. ବିଣ — ଘୋଓଘାଆ ନ କରି — Without making a noise