ଚୁପ୍ କରି Chup kari

  • ଦେ. କ୍ରି. ବିଣ — ନୀରବରେ — Silently
  • ଦେ. କ୍ରି. ବିଣ — ଅନ୍ୟଦ୍ୱାରା ଅତର୍କିତ ଭାବରେ; ଗୁପ୍ତରେ — Without the knowledge of another; secretly