ଚୁପ୍ କରିବା Chup Karibā
- ଦେ. କ୍ରି — (ଅକର୍ମକ) ମୌନାବଲମ୍ବନ କରିବା; ନୀରବ ହେବା — To keep silent
- ଦେ. କ୍ରି — କଥା ବନ୍ଦ କରିବା — To stop talking
- ଦେ. କ୍ରି — ନିଶ୍ଚଳ ହେବା — To keep quiet
- ଦେ. କ୍ରି — (ସକର୍ମକ) କୌଣସି ବ୍ଯକ୍ତିକୁ କଥା କୁହାଇ ନ ଦେବା — Not to let a person speak; to silence. a person; to stop the mouth of a person