ଚୁନଟ୍ Chunaṭ

  • ଦେ. ବି. (ସଂ. ଚୟନ) — ବସ୍ତ୍ରାଦିର କୁଞ୍ଚା; କୁଞ୍ଚି — Curling of cloth into artistic folds; making wrinkles in a cloth
  • ଦେ. ବି. (ସଂ. ଚୟନ) — କୁରୁତା ଇତ୍ୟାଦିରେ ଯେଉଁ କୁଞ୍ଚା କନାରେ ସିଲାଇ କାମ କରାଯାଏ — Frills; ruffle