ଚୁଣ୍ଟିବା Chuṇṭibā

  • ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି — ଖାଇବା; ଖାଦ୍ୟକୁ ଗିଳିପକାଇବା — To eat voraciously
  • ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି — ପଡ଼ିଥିବା ଅଇଁଠାଭାତ ଥଣ୍ଟେ ଖୁଣ୍ଟି, ପେଟକୁ ତୋଷ କଲେ ତାହା ଦେଇ ଚୁଣ୍ଟି। କୃଷ୍ଣସିଂହ, ମହାଭାରତ, ବିରାଟ।
  • ପ୍ରାଦେ. (ଗଡ଼ଜାତ) କ୍ରି. — ଗେଞ୍ଜିଦେବା; ପୂରାଇ ଦେବା — To put in; to thrust in