ଚୁନକୋଳି Chunakoḻi

  • ଗ୍ରା. ବି — ଚୂନକୋଳି (ଦେଖ) — Chūnakoḻi (See)
  • ଗ୍ରା. ବି — [ଦ୍ର—ଚୂନ ଶବ୍ଦର ପ୍ରଥମ ଅକ୍ଷର ଉକାରାନ୍ତ ଥିବାରୁ ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଉଚ୍ଚାରଣ ବେଳେ ଚୁନ ସ୍ଥାନରେ 'ଚୁନୁ' ଉଚ୍ଚାରଣ ସ୍ୱଭାବତଃ ହୋଇଯାଏ। ତୁଳ. ଚୁନୁଖାଇ, ଚୁନୁଦାନି, ଚୁନୁପତର।]