ଚୁଞ୍ଚୁ Chun̄chu
- ସଂ. ବି. (ଅନ୍ଯ ଶବ୍ଦ ସଙ୍ଗେ ଲାଗିଲେ, ଯଥା—ବିଦ୍ୟାଚୁଞ୍ଚୁ, ଅକ୍ଷରଚୁଞ୍ଚୁ, ନ୍ଯାୟଚୁଞ୍ଚୁ) — (ଅମୁକ କର୍ମପାଇଁ) ବିଖ୍ୟାତ — Famous for a certain thing
- ସଂ. ବି. (ଅନ୍ଯ ଶବ୍ଦ ସଙ୍ଗେ ଲାଗିଲେ, ଯଥା—ବିଦ୍ୟାଚୁଞ୍ଚୁ, ଅକ୍ଷରଚୁଞ୍ଚୁ, ନ୍ଯାୟଚୁଞ୍ଚୁ) — (ଅମୁକ ବିଷୟରେ) ପାରଙ୍ଗମ — Expert
- ସଂ. ବି — ଚୁଚୁନ୍ଦ୍ରା (ହି. ଶବ୍ଦସାଗର) — Mole; shrew
- ସଂ. ବି — ବୈଦେହିକ ସ୍ତ୍ରୀ ଓ ବ୍ରାହ୍ମଣ ପିତାଠାରୁ ଉତ୍ପନ୍ନ ସଙ୍କର ଜାତିବିଶେଷ (ହି. ଶବ୍ଦସାଗର) — Name of a mixed caste
- ପ୍ରାଦେ. (ଯାଜପୁର) ବି — ନଡ଼ିଆ ତେଲ ରନ୍ଧା ହେବା ପରେ ବଳି ପଡ଼ିବା କୋରୁଅ — The dregs left in the pan after cocoanut-juice is boiled and turned into oil