ଚୁଚୁନ୍ଦ୍ରି Chuchundri

  • ଦେ. ବି — ଏକ ଜାତୀୟ ବାଣ; [ଚମନଳାରେ ବାରୁଦ ଭର୍ତ୍ତି କରି ଏହା ପ୍ରସ୍ତୁତ ହୁଏ; ନିଆଁ ଲଗାଇ ଛାଡ଼ି ଦେଲେ ଏହା ଚୁଚୁନ୍ଦ୍ରା ପରି ଭୂଇଁରେ ଏଣେ ତେଣେ ପଳାଇ ବୁଲେ] — A kind of small ground-rocket or firework made by enclosing some gunpowder in a cartridge
  • ଦେ. ବି — ଲିଙ୍ଗର ରୋଗବିଶେଷ — A disease of the penis; Phimosis
  • ଦେ. ବି — [ଦ୍ର—ଏହି ରୋଗଦ୍ୱାରା ଲିଙ୍ଗର ଅଗ୍ରଭାଗ ବା ସୁପାରିକୁ ଆବରଣ କରିଥିବା ଚମଡ଼ାର ମୁହଁ ସଂକୀର୍ଣ୍ଣ ହୋଇଯିବାରୁ ଚମଡ଼ା ତଳେ ଲିଙ୍ଗର ସୁପାରି ତଳ ଗଣ୍ଠିର ଚାରି ପାଖେ ମଇଳା ଜମି ଘାଆ ହୋଇଯାଏ; ମୁସଲମାନ୍ମାନଙ୍କ 'ସୁନ୍ନତ୍' ନାମକ ସଂସ୍କାରଦ୍ୱାରା ବାଲ୍ୟ— କାଳରେ ଲିଙ୍ଗର ଅଗ୍ରଭାଗକୁ ଘୋଡ଼ାଇଥିବା ଚମଡ଼ା (foreskin) କଟା ହୋଇ ଯିବାରୁ ସେମାନଙ୍କ ଲିଙ୍ଗାଗ୍ର ବା ସୁପାରି ଖୋଲା ଥାଏ ଏବଂ ସେମାନଙ୍କୁ ଚୁଚୁନ୍ଦ୍ରି ରୋଗ ଧରେ ନାହିଁ।]