ଚୁକୁରାଇବା Chukurāibā

  • ଗ୍ରା. କ୍ରି. (ଅଶ୍ଳୀଳ) — ଦୁଇଟି ସ୍ତ୍ରୀ ଲୋକ ପରସ୍ପରକୁ ଆଲିଙ୍ଗନ କରି ପରସ୍ପର ଯୋନିମଣି ଘର୍ଷଣପୂର୍ବକ ଉଭୟଙ୍କର ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରିବାର ଚେଷ୍ଟା କରିବା — (two women) To hug each other and satiate lust