ଚୁକା Chukā
- ଗ୍ରା. ବିଣ. ପୁଂ. (ଅଶ୍ଳୀଳ)—(ସଂ. ଚୁକ୍ ଧାତୁ=ତୃପ୍ତ ହେବା) — ଯେ ଅନ୍ଯ ବ୍ଯକ୍ତିର କାମବୃତ୍ତିକୁ ଅସ୍ୱାଭାବିକ ପ୍ରକ୍ରିୟା, ଅର୍ଥାତ୍ ମୁଖଦ୍ୱାରା ଶାନ୍ତ କରାଏ — One who pacifies another's lust by repeatedly sucking his male organ; sodomite; bugger
- ଗ୍ରା. ବି. (ଅଶ୍ଳୀଳ) — ମୁଖରତି — Sodomy by means of the mouth; buggery
- ପ୍ରାଦେ. (ସମ୍ବଲପୁର) ବିଣ. — ତଟ୍କା — Fresh
- ବି. — ନିଷ୍ପତ୍ତି — Decision