ଚୁଆଁଚୁଇଁ Chuāñchuiñ

  • ଦେ. ବି. (ଧ୍ୱନ୍ୟନୁକରଣ) — ଚୁଁ ଚୁଁ (ଦେଖ) — Chuñchuñ
  • ଦେ. ବି. ଓ ବିଣ — ପରସ୍ପରକୁ ଚାହିଁବା — Looking at each other
  • ଦେ. ବି. ଓ ବିଣ — ମାନ ଗୋବିନ୍ଦର ଏସନ ବଚନ ଶୁଣି ମୁହଁ ଚୁଆଁଚୁହିଁ ହେଲେ ବିବେକ ନୃମଣି। ସାରଳା, ମହାଭାରତ, ଆଦି।