ଚୁଁକାର Chuñkāra

  • ସଂ. ବି — ଚୁଁ ଚୁଁ ଶବ୍ଦ — The sound of making slight squeaking sound with the mouth
  • ସଂ. ବି — ଚାରିଦିଗରେ ଦେଖି ସଖୀ ସଲଜ୍ଜ ଚୁଁକାରେ ତାକୁ କରି ଅଧର ଗୋଳ—ଭଞ୍ଜ, ରସପଞ୍ଚକ।