ଚୀନକର୍ପୂର Chīnakarpūra

  • ସଂ. ବି. (କର୍ମଧା; ଚୀନ+କର୍ପୂର) — ଏକପ୍ରକାରର କର୍ପୂର (କର୍ପୂର ତଳେ ନୋଟ ଦେଖ) — A kind of camphor