ଚୀତ୍କାର Chītkāra

  • ସଂ. ବି. (ଚୀତ୍=ଅନୁକରଣ ଧ୍ୱନିବିଶେଷ+କୃ ଧାତୁ+ ଭାବ. ଅ) — ଚିତ୍କାର; ଉଚ୍ଚୈଃସ୍ୱର; ହଲ୍ଲା — Loud cry; shout; exclamation
  • ସଂ. ବି. (ଚୀତ୍=ଅନୁକରଣ ଧ୍ୱନିବିଶେଷ+କୃ ଧାତୁ+ ଭାବ. ଅ) — ଘୋଓଘାଆ; ଗୋଳମାଳ — Noise; hubbub; uproar (M.W.)