ଚିଡ଼୍ ଚିଡ଼୍ Chiṟḍ̠Chiṟḍ̠

  • ଦେ. ବି. (ଧ୍ୱନ୍ୟନୁକରଣ, କିମ୍ବା ସଂ. ଚଡ଼ ଧାତୁ=କ୍ରୁଦ୍ଧ ହେବା— ଯୋଗେଶ୍ଚନ୍ଦ୍ର) — ବିରକ୍ତି — Vexation; annoyance; irritation
  • ଦେ. ବିଣ. ପୁଂ — ବିରକ୍ତ — Vexed; bothered
  • ଦେ. ବିଣ. ପୁଂ — ଯେ ସାମାନ୍ୟ କଥାରେ ବିରକ୍ତ ହୁଏ — Surly; growling; sulky; peevish; irritable; irascible fretful
  • ଦେ. ବିଣ. ପୁଂ — ସ୍ୱଭାବତଃ କ୍ରୋଧୀ — Angry by nature