ଚିଡ଼େଇବା Chiṟḍ̠eibā
- ଦେ. କ୍ରି (ଚିଡ଼ିବାର ଣିଜନ୍ତରୂପ) ବିରକ୍ତ— କରାଇବା — -. To irritate; to annoy; to exasperate; to provoke
- ଦେ. କ୍ରି (ଚିଡ଼ିବାର ଣିଜନ୍ତରୂପ) କଥା ବା କାର୍ଯ୍ୟ ଦ୍ୱାରା ଅନ୍ଯ ବ୍ଯକ୍ତିର ମନରେ ରାଗ ଜନ୍ମାଇବା; ଚଳାଇବା — To excite a person to anger (by words or conduct)