ଚିଡ଼ିଆମାର Chiṟḍ̠iāmār

  • ଦେ. ବି — ଚଢ଼େଇମାରୁ; ବ୍ୟାଧ; ଯେ ପକ୍ଷୀଙ୍କୁ ମାରି ଜୀବିକା ନିର୍ବାହ କରେ — One who kills birds for a living; fowler