ଚିହ୍ନିତ Chihnita
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ସୁପରିଚିତ — Well acquainted
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଚିହ୍ନଯୁକ୍ତ — Having marks
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ସଙ୍କେତ ଦ୍ୱାରା ପରିଚିତ — Indicated; symbolised
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଅଙ୍କିତ — Drawn; delineated
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ବିଶିଷ୍ଟ ଲକ୍ଷଣ ଯୋଗୁଁ ଅନ୍ୟମାନଙ୍କଠାରୁ ପ୍ରଧାନ — Conspicious by peculiar signs
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଦାଗ ଦିଆଯାଇଥିବା — Branded; marked
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ପ୍ରସିଦ୍ଧ — Famous; noted
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — (ଆଧୁନିକ ବ୍ଯବହାର) ଉଚ୍ଚଶ୍ରେଣୀର ରାଜକାର୍ଯ୍ୟରେ ନିଯୁକ୍ତି ହୋଇ ଆପଣା ଉପରେ ନ୍ୟସ୍ତ କାର୍ଯ୍ୟଭାର ଚଳାଇବାପାଇଁ ସରକାରଙ୍କ ସଙ୍ଗେ ଯେ ଚୁକ୍ତି କରି କାର୍ଯ୍ୟରେ ନିଯୁକ୍ତି ହୋଇଥାଆନ୍ତି — Covenanted (high Government-official)
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଉତ୍ତମରୂପେ ଯାହାକୁ ଲୋକେ ଜାଣିଥାଆନ୍ତି — Well Known
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଯାହା ଅନ୍ଯ ବ୍ଯକ୍ତି ବା ବସ୍ତୁଠାରୁ ବାରି ହୁଏ — Distinguished (M.W.)
- ସଂ. ବିଣ. (ଚିହ୍ନ ଧାତୁ+କର୍ମ. ତ) — ଲକ୍ଷଣ ଦ୍ୱାରା ସ୍ଥିରୀକୃତ — Diagnosed. ascertained by means of symptoms