ଚିହ୍ନାଚିହ୍ନି Chihnāchihi

  • ଦେ. ବି — ଅନ୍ଯୋନ୍ୟ ପରିଚୟ — Mutual recognition
  • ଦେ. ବି — ସେ ଯୁଦ୍ଧେ ପିତା ପୁତ୍ରେ ନୋହି ଚିହ୍ନାଚିହ୍ନି, ହଣାହଣି ହୋଇ ଯେ ପଡ଼ିଲେ ଅବନୀ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
  • ବିଣ — ଅନ୍ଯୋନ୍ୟରେ ପରିଚିତ ହେବା — Mutually recognition
  • ବିଣ — ସାନ୍ଦ୍ରତମସରେ ଚିହ୍ନାଚିହ୍ନି ନୋହି ପୁରୁଷ ବିନୟ କହି—ଭଞ୍ଜ, ରସପଞ୍ଚକ।